The Ultimate Managed Hosting Platform
ADVERTISEMENT

ରାଜଧାନୀରେ ହଜାର ହଜାର ଆଶାକର୍ମୀଙ୍କ ଗର୍ଜନ

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ଆଶାକର୍ମୀଙ୍କ ବିକ୍ଷୋଭ । ସିଆଇଟିୟୁ ନେତୃତ୍ୱରେ ୧୭ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଗର୍ଜିଲେ । ମାଷ୍ଟରକ୍ୟାଣ୍ଟିନ ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ଆଶାକର୍ମୀ । କେନ୍ଦ୍ର ସରକାରଙ୍କ ଶ୍ରିମକ ବିରୋଧୀ ନୀତିକୁ ସମାଲୋଚନା କରିବା ସହ ଶ୍ରମିକ ସପକ୍ଷବାଦୀ ନୀତି ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସ୍ଥାୟୀ କର୍ମଚାରୀ ମାନ୍ୟତା, ମାସିକ ୨୬ ହଜାର ଦରମା, ଅବସର ଓ ମୃତ୍ୟୁ କାଳୀନ ୧୦ ଲକ୍ଷ ଟଙ୍କା ସହାୟତା ଭଲି ୧୭ ଦଫା ଦାବି ପୂରଣ କରିବାକୁ ଦାବି କରିଛନ୍ତି । ସରକାର ଦାବି ପୂରଣ ନ କଲେ ଆନେ୍ଦାଳନ ଆହୁରି ତୀବ୍ରତର ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login