The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ରାଜଧାନୀରେ ମାତିଛନ୍ତି ତାମିଲ ଲୁଟେରା

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ମାତିଛନ୍ତି ତାମିଲନାଡୁ ଲୁଟେରା । ଲୁଟେରା ଗ୍ୟାଙ୍ଗକୁ ଧରିବାରେ କମିଶନରଟେ ପୁଲିସ ସକ୍ଷମ । ଗ୍ୟାଙ୍ଗର ଗିରଫ ୩ ସଦସ୍ୟ ତାମିଲନାଡୁର ସୂଚନା । ଘରକୁ ଘର ବୁଲି ରେକି କରିବା ପରେ ଚୋରି କରନ୍ତି ଗ୍ୟାଙ୍ଗ । ଭୁବନେଶ୍ୱର ଓ କଟକର ୧୨ଟି ସ୍ଥାନରେ କରିଛନ୍ତି ଚୋରୀ । ସେମାନଙ୍କ ଠାରୁ ୪ଟି ଲାପଟପ, ୭ଟି ମୋବାଇଲ ଜବତ । ଏ ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login