The Ultimate Managed Hosting Platform
ADVERTISEMENT

ରାଜଧାନୀରେ ବିଭିନ୍ନ ଥିମରେ ମଣ୍ଡପ ମନମୋହୁଛି, ଶାନ୍ତି ଶୃଙ୍ଖଳାରେ ଚାଲିଛି ମା ଦୁର୍ଗାଙ୍କ ଦର୍ଶନ

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରେ ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଭୁବନେଶ୍ବର ନୟାପଲ୍ଲୀ ରସୁଲଗଡ, ବମିଖାଲ, ଝାରପଡା, ପୁରୁଣା ଷ୍ଟେସନ ବଜାର , ସହିଦନଗରରେ ଦୁର୍ଗାପୂଜା ପୂଜା ମଣ୍ଡପରେ ମଧ୍ୟ ମାଆଙ୍କ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ କରାଯାଇଛି । ମଣ୍ଡପ ଗୁୁଡିକର ଆକର୍ଷଣୀୟ ତୋରଣ ଦର୍ଶକଙ୍କ ମନକୁ ଛୁଇଁଛି । ବିଭିନ୍ନ ଡିଜାଇନର ତୋରଣ ସହ ରାତିରେ ରଙ୍ଗୀନ ଆଲୋକ ମାଳା ରାଜଧାନୀକୁ ସୁନ୍ଦର କରୁଛି । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ କେରଳର କୁଚିପୁଡ଼ି ମୁଖ୍ୟ ଆକର୍ଷଣ ରହିଛି । ପ୍ରତି ଥର ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାର ସହ ପାଳିତ ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login