The Ultimate Managed Hosting Platform
ADVERTISEMENT

ଦୁର୍ଗାପୂଜା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Facebook
Twitter
LinkedIn

ଭୁବନେଶ୍ୱର : ଚାଲିଛି ପାର୍ବଣ ରୁତୁ । ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ବିଜେଡି ସୁପ୍ରୋମୋ ନବୀନ ପଟ୍ଟନାୟକଙ୍କ ଶୁଭେଛା ଓ ଶୁଭକାମନା । ନିଜ ବାର୍ତ୍ତାରେ ନବୀନ କହିଛନ୍ତି ଯେ ଅସତ୍ୟ ଉପରେ ସତ୍ୟର ବିଜୟ ହେଉଛି ଦଶହରାର ବାର୍ତ୍ତା । ଏହି ପବିତ୍ର ଅବସରରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ମାଙ୍କ ଆଶୀର୍ବାଦ କାମନା କରିବା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login