The Ultimate Managed Hosting Platform
ADVERTISEMENT

ରାଜଧାନୀରେ ପିଲା ଚୋରି !

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଜନପଥରୁ ଦେଢବର୍ଷର ଶିଶୁପୁତ୍ର ଚୋରି ଅଭିଯୋଗ । ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଝାମ୍ପି ନେଲେ ଦୁର୍ବୁତ୍ତ । ଖାରବେଳ ନଗର ଥାନାର ଦ୍ୱାରସ୍ଥ ହେଲେ ଦୃଷ୍ଟି ବାଧିତ ମାଆ । ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ, ରାତି ୨ଟା ବେଳେ ଶିଶୁପୁତ୍ରଟି କେଉଁଆଡେ ନିଖୋଜ ହୋଇଯାଇଥିବା ଜଣାପଡିଛି । ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ଛାନ୍ଭିନ୍ ଆରମ୍ଭ କରିଛି ପୋଲିସ ।ଘଟଣାସ୍ଥଳରେ ପହଁଚିଛି ପୋଲିସ । ତେବେ ନିଖୋଜ ପିଲାର ମା’ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ପିଲାକୁ କିଏ ନେଇଯାଇଥିବା ତାଙ୍କ ମା’ ଅଭିଯୋଗ ଆଣିଛନ୍ତି । ଏପରିକି କିଛିଟଙ୍କା ପାଇଁ କେହି ତାଙ୍କ ପିଲାର ଅଙ୍ଗ ତସ୍କରି ପାଇଁ କିଡ୍ନାପ କରିଥିବା କଥା କହିଛନ୍ତି ପିଲାର ମା’ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login