The Ultimate Managed Hosting Platform
ADVERTISEMENT

ରଣବୀର-ଆଲିଆଙ୍କ ବିବାହ ତାରିଖ ,କେଉଁଦିନ ପଡିବ ଦୁହିଁଙ୍କ ହାତଗଣ୍ଠି

Facebook
Twitter
LinkedIn

 ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଗତ କିଛି ଦିନ ବେଶ ଚର୍ଚ୍ଚା ହେଇଆସୁଛି । କୁହାଯାଉଥିଲା ରଣବୀର ଓ ଆଲିଆଙ୍କ ବିବାହ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ହେବ । ସେମାନଙ୍କ ବିବାହ ମୁମ୍ବାଇର ଆରକେ ହାଉସରେ ହେବ । ଅବଶ୍ୟ ଯେତେବେଳେ ଏନେଇ ରଣବୀରଙ୍କୁ ପଚରାଯାଇଥିଲା ସେ ଏନେଇ କିଛି ଜାଣିନଥିବା କହିଥିଲେ । ତେବେ ସବୁ ଚର୍ଚ୍ଚା ପରେ ଏବେ ରଣବୀର ଏବଂ ଆଲିଆଙ୍କ ବିବାହର ତାରିଖ ଆସିଯାରିଛି । ଉଭୟ ଏପ୍ରିଲ ୧୭ ତାରିଖରେ ବିବାହ କରିବେ ବୋଲି ଜଣାପଡିଛି 

ରଣବୀର ଏବଂ ଆଲିଆଙ୍କ ବିବାହ ବଲିଉଡର ସବୁଠୁ ଚୁର୍ଚ୍ଚିତ ବିବାହ ମଧ୍ୟରେ ଗୋଟିଏ ହେବାକୁ ଯାଉଛି । ବିଟାଉନ୍ ରିପୋର୍ଟ ମୁତାବକଳ, ଉଭୟଙ୍କ ବିବାହ ଏପ୍ରିଲ ୧୭ରେ ହେବ । ଆଲିଆଙ୍କ ଅଜାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଉଭୟଙ୍କ ବିବାହ ଶୀଘ୍ର କରାଯିବାକୁ ଦୁହେଁ ନିଷ୍ପତ୍ତି ନେଇଛନ୍ତି । ଏହି ତାରିଖରେ କେବଳ ନିଜ ପରିଜନଙ୍କ ଉପସ୍ଥିତିରେ ବିବାହ ହେବ, ଯେଉଁଥିରେ କେବଳ ପରିବାର ଲୋକ ଏବଂ କେବଳ ନିକଟ ସମ୍ପର୍କୀୟଙ୍କମାନେ ଉପସ୍ଥିତ ରହିବେ । ବିବାହ ଆରକେ ଷ୍ଟୁୁଡିଓରେ ହେବ । ପୂର୍ବରୁ ଉଭୟଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହେବ ବୋଲି ଚର୍ଚ୍ଚା ହେଉଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login