କୃଷ୍ମ ପ୍ରସାଦ : ପୁଣି ଯୌତୁକ ଜୁଇରେ ଗଲା ନବବଧୂର ଜୀବନ । ଯୌତୁକ ପାଇଁ ଶାଶୁ ଘରେ ବୋହୁକୁ ହତ୍ୟା ଅଭିଯୋଗ । କୃଷ୍ଣ ପ୍ରସାଦ ଥାନା ମଏଁଷା ଗାଁରେ ଥିବା ଶାଶୂଘର ନାଁରେ ଅଭିଯୋଗ । ଶାଶୁ ଘର ଲୋକ ମାରି ପୋଡି ଦେଇଥିବା ବାପଘର ପକ୍ଷରୁ ଅଭିଯୋଗ । ସ୍ୱାମୀ, ଶ୍ୱଶୁର , ଶାଶୁ ଓ ନଣନ୍ଦଙ୍କ ନାଁରେ ଥାନାରେ ଏତଲା । ଏ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।
Views: 53