କଣ୍ଟାବାଞ୍ଜି : ରାସ୍ତା କଡରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । କଣ୍ଟାବାଞ୍ଜି ଥାନା ଝୁପୁଡିପଡା ରାସ୍ତାରୁ ମୃତଦେହ ଉଦ୍ଧାର । ଯୁବକଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ ଲାଗିଛି । ତେବେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ସନେ୍ଦହ କରାଯାଉଛି । ମୃତ ଯୁବକ ଝୁପୁଡିପଡା ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ ।
Views: 77











