The Ultimate Managed Hosting Platform
ADVERTISEMENT

ବର ଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ, ୬ ମୃତ

Facebook
Twitter
LinkedIn

ଭୋପାଳ : ବରଯାତ୍ରୀ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ୬ ମୃତ ହୋଇଥିବା ବେଳେ ୧୦ ଆହତ । ମଧ୍ୟପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ମର୍ମନ୍ତୁଦ ଦୁର୍ଘଟଣା । ମଧ୍ୟ ପ୍ରଦେଶର ଖାମରିଆ ଗାଁରେ ବାହାଘର ପ୍ରୋସେସନ ଚାଲିଥିଲା । ଠିକ ଏହି ସମୟରେ ଏକ ଡମ୍ଫର ଭିଡ ଭିତରକୁ ମାଡି ଆସିଥିଲା । ଘଟଣାସ୍ଥଳରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିବାରେ ସଫଳ ହୋଇଛି । ଟ୍ରକଟି ରାଜସ୍ଥାନର ହୋଇଥିବାବେଳେ ଏହା ଭୋପାଳରୁ ବାହାରିଥିଲା । ପୋଲିସର ଘଟଣାର ତଦନ୍ତ ଚଳାଇଛି । ଖୁବଶୀଘ୍ର ଟ୍ରକ ଡ୍ରାଇଭରକୁ ଧରିବା ପାଇଁ ଛାନବିନ ଚଳାଇଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login