The Ultimate Managed Hosting Platform
ADVERTISEMENT

ଯୁବକଙ୍କ ଉପରେ ମାଡିଗଲା ହାଇୱା

Facebook
Twitter
LinkedIn

କାମାକ୍ଷାନଗର : ସ୍କୁଟି ଆରୋହୀ ଯୁବକଙ୍କ ଉପରେ ମାଡିଗଲା ହାଇୱା । ତୁମୁସିଙ୍ଗା ଥାନା ମହୁଲି ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଫେରାର । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login