The Ultimate Managed Hosting Platform
ADVERTISEMENT

ମୋ ବିରୋଧରେ ଅଭିଯୋଗ ନିରାଧାର : ମାନସ

Facebook
Twitter
LinkedIn

ଭୁବନେଶ୍ୱର ; ୱକଫ ଝଡକୁ ନେଇ ଦୋହଲି ଯାଇଛି ବିଜେଡି । ଦଳରେ କେବଳ ଚାଲିଛି ଆରୋପ ପ୍ରତ୍ୟାରୋପ । ଏହାରି ଭିତରେ ନୀଳ ମାଧବଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାନସମଙ୍ଗରାଜ । ସସ୍ମିତ ପାତ୍ର ତାଙ୍କୁ ଏପରି କହିଥିବା ମୋର ବିଶ୍ୱାସ ହେଉନି ବୋଲି କହିଛନ୍ତି । କାରଣ ସସ୍ମିତଙ୍କ ସହ ଏ ନେଇ ମୋର କୈାଣସି ବାର୍ତ୍ତାଳପ ହୋଇନି । ଯେଉଁ ନୀଳ ମାଧବ ମୋ ବାବଦରେ ମତ ରଖିଛନ୍ତି ମୁଁ ତାଙ୍କୁ ଜାଣିନି । ମୁଁ ତାଙ୍କୁ ଦୋଷ ଦେଉନାହିଁ , ସମସ୍ତେ ଜାଣିଛନ୍ତି କାହା ପକ୍ଷରୁ କହୁଛନ୍ତି ।ସସ୍ମିତ ବାବୁଙ୍କୁ ପଚାରିଲେ ସବୁ କିଛି ସ୍ପଷ୍ଟ ହୋଇଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login