The Ultimate Managed Hosting Platform
ADVERTISEMENT

ପୂର୍ବତନ ଭିସିଙ୍କୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ

Facebook
Twitter
LinkedIn

ଝାରସୁଗୁଡା : ପୂର୍ବତନ ଭିସିଙ୍କୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ । ଦୋଷୀ ପ୍ରବୀଣ ଧୁରିଆକୁ ଆଜୀବନ ଶୁଣାଇଲେ ଏଡିଜେ କୋର୍ଟ । ୨୦୨୧ ଲଇକରା ଥାନା ଅଞ୍ଚଳରେ ହତ୍ୟା ମାମଲାରେ ସଜା । ପୂର୍ବତନ ଭିସି ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଟଙ୍କା ନ ଦେବାରୁ ଘରେ ପଶି କୁଳପତିଙ୍କୁ ହତ୍ୟା କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login