The Ultimate Managed Hosting Platform
ADVERTISEMENT

ମୋଦିଙ୍କର ଆଜି ୟୁକ୍ରେନ ଗ୍ରସ୍ତ ,ସାରା ବିଶ୍ୱର ରହିଛି ନଜର

Facebook
Twitter
LinkedIn

ନୂଆଦିଲ୍ଲୀ : ୨ ଦିନିଆ ପୋଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦିଙ୍କର ଆଜି ୟୁକ୍ରେନ ଗ୍ରସ୍ତ । ମୋଦୀଙ୍କର ଏହି ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି। ଗତକାଲି ସନ୍ଧ୍ୟାରେ ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିଥିବା ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ତାଙ୍କୁ ସ୍ବାଗତ କରିଥିଲେ। ମୋଦୀ ଆଜି ଗସ୍ତର ଦ୍ବିତୀୟ ଦିନରେ ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରେଜ ଡୁଡ଼ା ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ୱାରସାରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ଭାରତ ଏବଂ ପୋଲାଣ୍ଡ ମିଳିତ ସହଯୋଗରେ ଅନ୍ତର୍ଜାତୀୟ ମଞ୍ଚରେ ଆଗକୁ ବଢ଼ୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login