ଭୁବନେଶ୍ୱର : ୩ତାରିଖରେ ପୁଣି ରାୟଗଡ଼ା ଗସ୍ତରେ ଆସୁଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ । ପ୍ରଥମ ପର୍ୟ୍ୟାୟରେ ନିର୍ବାଚନ ହେବାକୁ ଥିବା କୋରାପୁଟ ଲୋକସଭା କ୍ଷେତ୍ର ଅଧିନରେ ଥିବା ରାୟଗଡ଼ା ପହଂଚି ନିର୍ବାଚନୀ ପ୍ରଚାର କରିବେ ରାହୁଲ ଗାନ୍ଧୀ । ୩ତାରିଖ ଦିନ ୧୧ଟାରେ ହେଲିକେପ୍ଟର ଯୋଗେ ରାୟଗଡ଼ା ପହଂଚିବା ପରେ ଜନସଭାକୁ ସମ୍ବୋଧନ କରିବେ । କଂଗ୍ରେସ ଗ୍ରାରେଂଟି ସମ୍ପର୍କରେ ଜନସାଧାରଣ ଓ କଂଗ୍ରେସ କର୍ମୀଙ୍କୁ ବୁଝାଇବେ ।
Views: 53