The Ultimate Managed Hosting Platform
ADVERTISEMENT

ମାଳଦ୍ୱୀପରେ ଫଶିଛନ୍ତି ୪୦ରୁ ଅଧିକ ଓଡିଆ ଯୁବକ, ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ

Facebook
Twitter
LinkedIn

ଭୁବନେଶ୍ୱର : ମାଳଦ୍ୱୀପରେ ଫଶିଛନ୍ତି ୪୦ରୁ ଅଧିକ ଓଡିଆ ଯୁବକ । ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ । କାମ କଲା ପରେ ଟଙ୍କା ଦେଉନାହିଁ କମ୍ପାନୀ । ଟଙ୍କା ମାଗିଲେ ବିଜୁଳି କାଟି ଦେଉଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ୧୫ ଯୁବକଙ୍କ ସମେତ ଓଡିଶାର ୪୦ ଜଣ ଯୁବକ ମାଳଦ୍ୱୀପ ଯାଇଥିଲେ । ସେଠାରେ ଗାନ୍ ଇଗ୍ନେସ ନାମକ କମ୍ପାନୀରେ କାମ କରୁଥିଲେ ।ମାସେ କାମ କଲା ପରେ କମ୍ପାନୀ ଠିକରେ ଦରମା ଦେଲା ନାହିଁ । ଟଙ୍କା ମାଗିଲେ ରୁମରୁ ବିଦ୍ୟୁତ କାଟି ଦେଉଛନ୍ତି କମ୍ପାନୀ କର୍ତ୍ତୁପକ୍ଷ । ତୁରନ୍ତ ସେମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ; ୭ ମହଲାରୁ ଡେଇଁଲେ ବାପା , ୨ ଶିଶୁଙ୍କର ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ : ଦିଲ୍ଲୀରେ ୭ ମହଲା କୋଠାରୁ ଡେଇଁ ବାପା ସହ ୨ ଶିଶୁ ମୃତ । ଦିଲ୍ଲୀ ଦ୍ୱାରକା ଅଞ୍ଚଳର ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ଡେଇଁ...

ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୪୦ କରୋନା ପଜିଟିଭ୍‌

ଦେଶରେ ହୁ ହୁଁ ହୋଇ ବଢୁଛି କରୋନା, ଗତ ୨୪ ଘଣ୍ଟାରେ ୩୨୪ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୬୮୧୫ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ...

ADVERTISEMENT
ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ଦ୍ୱାରକା ଅଞ୍ଚଳରେ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଆପାର୍ଟମେଣ୍ଟର ୮ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ୮ଟି ଅଗ୍ନିଶମ ଟିମ୍ ଦ୍ୱାରା...

Login