The Ultimate Managed Hosting Platform
ADVERTISEMENT

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ!

Facebook
Twitter
LinkedIn

ନୂଆଦିଲ୍ଲୀ : ଆଇପିଏଲ ଆସନ୍ତା ମାସ ୨୨ ମାର୍ଚ୍ଚରୁ ଆରମ୍ଭ ହେବ । ଅଧ୍ୟକ୍ଷ ଅରୁଣ ଧୁମାଲ ମଙ୍ଗଳବାର ଏହା କହିଛନ୍ତି । ଯଦିଓ ଦେଶରେ ଲୋକସଭା ନିର୍ବାଚନ ରହିଛି କିନ୍ତୁ ସମସ୍ତ ମ୍ୟାଚ ଭାରତରେ ହିଁ ହେବ ବୋଲି ଧୁମାଲ ସ୍ପଷ୍ଟ କରିଛନ୍ତି । ଆଇପିଏଲ ଅଧିକାରୀମାନେ ସରକାରୀ ଏଜେନ୍ସି ସହ କାର୍ୟ୍ୟସୂଚୀ ସମ୍ପର୍କରେ କାମ କରୁଛନ୍ତି ବୋଲି ଧୂମାଲ କହିଛନ୍ତି । ପ୍ରଥମ ୧୫ ଦିନର ଆଇପିଏଲ୍ କାର୍ୟ୍ୟସୂଚୀ ଘୋଷଣା କରାଯିବ ବୋଲି ଧୂମାଲ କହିଛନ୍ତି । ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକ ପାଇଁ ପର୍ୟ୍ୟାୟକ୍ରମେ ରୋଷ୍ଟର ଘୋଷଣା କରାଯିବ । ଏହି ମ୍ୟାଚ ସାଧାରଣ ନିର୍ବାଚନ ପରେ ହେବ ବୋଲି ସୂଚନା ରହିଛି । ଏହା ପୂର୍ବରୁ ୨୦୧୪ରେ ଆଇପିଏଲ୍ କାର୍ୟସୂଚୀ ସହ ସାଧାରଣ ନିର୍ବାଚନ ତାରିଖ ମୁହାଁମୁହିଁ ହୋଇଥିଲା । ସେହି ସମୟରେ ଆଇପିଏଲର କିଛି ମ୍ୟାଚ୍ ୟୁଏଇରେ ଅନୁଷ୍ଠିତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login