ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ଅନିୟମିତତା । ୩ଟି କେନ୍ଦ୍ରର ଅଧୀକ୍ଷକ ସସପେଣ୍ଡ । କଳାହାଣ୍ଡି, କଟକ ଓ ନୟାଗଡ ଜିଲ୍ଲାର ୩ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ସସପେଣ୍ଡ । ଅନ୍ୟ ଏକ କେନ୍ଦ୍ରର ୪ ଶିକ୍ଷକ ମୋବାଇଲ ରଖିବାରୁ ସସପେଣ୍ଡ ସୁପାରିସ ।
ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ମୃତ୍ୟୁ
Views: 80