The Ultimate Managed Hosting Platform
ADVERTISEMENT

ମହୁମାଛି ଆକ୍ରମଣ ; ଜଣେ ଗୁରୁତର, ୬ ଆହତ

Facebook
Twitter
LinkedIn

ବଲାଙ୍ଗିର : ମହୁମାଛି ଆକ୍ରମଣରେ ଜଣେ ଗୁରୁତର । ୬ ଜଣ ଆହତ ହୋଇଛନ୍ତି । ପୁଇଁତଳା ଥାନା ରଣ୍ଡା ପଞ୍ଚାୟତ ପଦମପୁର ଗାଁରେ ମହୁମାଛି ଆକ୍ରମଣ । ଚାଷ ଜମିକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login