The Ultimate Managed Hosting Platform
ADVERTISEMENT

କାର ଉପରେ ଓଲଟିପଡିଲା ବସ

Facebook
Twitter
LinkedIn

ବାରିପଦା : କାର ଉପରେ ଓଲଟିପଡିଲା ବସ । ୪ ଜଣ ଗୁରୁତର ହୋଇଛନ୍ତି । ଏନଏଚ-୪୯ର ବାଙ୍ଗିରିପୋଷି ଘାଟିରେ ବସଟି ଦୁର୍ଘଟଣାଗ୍ରସ୍ତ । କାରରେ ଥିବା ୪ ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର । ଘଟଣାସ୍ଥଳରେ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି । ଶ୍ରୀଗଣେଶ ନାମକ ବସ ତିରିଙ୍ଗରୁ ବାରିପଦା ଆସୁଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login