The Ultimate Managed Hosting Platform
ADVERTISEMENT

ମହିଳା ବିଶ୍ୱକପ ବିଜୟ ; ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Facebook
Twitter
LinkedIn

ମୁମ୍ବାଇ : ଭାରତର ମହିଳା ବିଶ୍ବକପ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଭାରତର ବିଜୟକୁ ଚମକôାର କହିଲେ ପ୍ରଧାନମନ୍ତ୍ରୀ । ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରେରଣା ଦେବ । ଅନ୍ୟପଟେ ମହିଳା ଟିମକୁ ଶୁଭଚ୍ଛୋ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତ୍ୟେକ ଝିଅ ପାଇଁ ଏହି ବିଜୟ ଏକ ପ୍ରେରଣା ବୋଲି କହିଛନ୍ତି ମୋହନ। ସେହିପରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲି ବି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login