ମୁମ୍ବାଇ : ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ୱକପ ଚାମ୍ପିଅନ । ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ । ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ୫ ୱିକେଟ । ଭାରତୀୟ ଟିମ୍ ଫାଇନାଲ ଜିତିବା ପରେ ଟଙ୍କା ବର୍ଷା ହୋଇଛି । ବିସିସିଆଇ ଖେଳାଳି ଏବଂ ଟିମ୍ର ସପୋର୍ଟ ଷ୍ଟାଫ ପାଇଁ ବଡ଼ ଘୋଷଣା କରିଛି । ବିସିସିଆଇ ଟିମକୁ ପୁରସ୍କାର ଭାବେ ୫୧ କୋଟି ଟଙ୍କା ଦେଇଛି । ଭାରତୀୟ ମହିଳା ଟିମକୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ରାଶି ମିଳିଛି । ଅଲରାଉଣ୍ଡର ପଦର୍ଶନ ପାଇଁ ଦୀପ୍ତିଙ୍କୁ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷିତ କରାଯାଇଥିଲା । ଦୀପ୍ତିଙ୍କ ଭଳି ଶେଫାଳି ବର୍ମାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ୮୭ ରନ କରିବା ସହ ୨ ଟି ୱିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ ।
ଦକ୍ଷିଣ ଆଫ୍ରିକା ଟାଇଟଲରୁ ବଞ୍ଚିତ ହୋଇଥିଲେ ମଧ୍ୟ ସର୍ବାଧିକ ରନର୍ସ-ଅପ୍ ପୁରସ୍କାର ରାଶି ପାଇଛି । ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆଫ୍ରିକା ଟିମ୍ ୨୦ କୋଟି ପାଇଛି । ସାଉଥ ଆଫ୍ରିକା ଟିମ ଲିଗ୍ ପର୍ୟ୍ୟାୟରେ ପାଞ୍ଚଟି ମ୍ୟାଚ୍ ଜିତିଛି । ତେଣୁ ପ୍ରତି ମ୍ୟାଚ୍ ପାଇଁ ୧.୫ କୋଟିରୁ ଅଧିକ ପୁରସ୍କାର ରାଶି ମିଳିବ ।
ଭାରତ ମହିଳା ବିଶ୍ୱକପ ଚାମ୍ପିଅନ , ମିଳିଲା ୫୧ କୋଟି
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







