The Ultimate Managed Hosting Platform
ADVERTISEMENT

ମହାରାଷ୍ଟ୍ରରେ ଭୂକମ୍ପ ଝଟକା

Facebook
Twitter
LinkedIn

ମୁମ୍ବାଇ : ମହାରାଷ୍ଟ୍ରରେ ଭୂକମ୍ପ ଝଟକା ଅନୁଭୂତ । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ଭୂକମ୍ପର ତୀବ୍ରତା ୨.୬ରିକ୍ଟର ସ୍କେଲରେ ରହିଥିଲା । ଏପ୍ରିଲ ୩ (ଗୁରୁବାର) ଅର୍ଥାତ୍ ଆଜି ୧୧ଟା ୨୨ମିନିଟରେ ମହାରାଷ୍ଟ୍ର ସୋଲାପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା କିଛି ସମୟ ପାଇଁ ମାଟିକୁ ଥରାଇ ଦେଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ମାଟିରୁ ୫ କିଲୋମିଟର ତଳେ ଥିଲା । ଯାହା ମହାରାଷ୍ଟ୍ର ଉପରେ ହାଲକା ଝଟକାର ପ୍ରଭାବ ଦେଖିବାକୁ ମିଳିଥିଲା । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ଭୂକମ୍ପର ତୀବ୍ରତା ୨.୬ ରିକ୍ଟର ସ୍କେଲରେ ରହିଥିଲା । ଅନ୍ୟପଟେ ଏହା ପୂର୍ବରୁ ଏପ୍ରିଲ ୧ ମଙ୍ଗଳବାର ଦିନ ଭାରତର ଅନେକ ସ୍ଥାନ ଯେପରି କୋଲକତା ଏବଂ ଇମ୍ଫାଲରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login