The Ultimate Managed Hosting Platform
ADVERTISEMENT

ମହାବଳ ନୁହେଁ, କଲରାପତରିଆ ମାରିଛି : ପିସିସିଏଫ

Facebook
Twitter
LinkedIn

ନୂଆପଡା : ସୁନାବେଡା ଅଭୟାରଣ୍ୟରେ ବାଘ ଆକ୍ରମଣରେ ମହିଳା ମୃତ୍ୟୁ ପ୍ରସଙ୍ଗ । ମହିଳାଙ୍କୁ କଲରାପତରିଆ ବାଘ ମାରିଥିବା କହିଲେ ପିସିସିଏଫ । ମହାବଳ ନୁହେଁ କଲରାପତରିଆ ବାଘ ବୋଲି ସ୍ପଷ୍ଟ କଲେ ପିସିସିଏଫ । ବାଘ ଉପରେ ନଜର ରହିଛି , ଲୋକଙ୍କୁ ସତର୍କ କରାଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବାକୁ ଡିଏଫଓଙ୍କୁ ନିଦେ୍ର୍ଦଶ ।

ବୃଦ୍ଧାଙ୍କୁ ମାରିଦେଲା ମହାବଳ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login