ବାଙ୍କୀ : ଭଗିପୁରଠାରେ ମହାନଦୀ ପଠାରେ ଫସିଲେ ହାତୀ ପଲ । ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟ ଫେରିବା ବେଳେ ଫସିଛନ୍ତି । ଭଗିପୁର ନଦୀ ପଠାରେ ୧୭ଟି ହାତୀ ଥିବା ବନ ବିଭାଗର ସୂଚନା । ମହାନଦୀରେ ପାଣି ସ୍ରୋତ ଜୋର୍ ଥିବାରୁ ମହାନଦୀ ଭଗିପୂର୍ ଘାଟଠାରେ ଫସି ରହିଛନ୍ତି ୧୭ ଟିକିଆ ହାତୀ ପଲ । ଡମପଡ଼ା ଚନ୍ଦକା ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି ।
Views: 48