କଟକ : ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ । ପାନୀୟ ଜଳ ସମ୍ପର୍କିତ ପ୍ରଶ୍ନରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଉତ୍ତର । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି । ପାଣି ଆସିବା ନେଇ ଛତିଶଗଡ ସହ ଆଲୋଚନା ହୋଇଛି । ରବି ନାୟକ କହିଛନ୍ତି ଯେ ଉଦୟପୁରରେ ହୋଇଥିବା ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ଓ କମିଶନର ଉପସ୍ଥିତ ରହି ଆଲୋଚନା କରିଛନ୍ତି ଜ୍ଝ ମୁଖ୍ୟମନ୍ତ୍ରୀ ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ଜ୍ଝ ସେହିପରି ପୁରୀ ଜିଲ୍ଲା ଦେଇ ଯାଉଥିବା ଦୟାନଦୀରେ ବି ପାଣି କମୁଥିବା ନେଇ ପଂଚାୟତିରାଜ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଜ୍ଝ ମନ୍ତ୍ରୀ କହିଛନ୍ତି ଯେ ପାଣି ଆସିବା ନେଇ ଛତିଶଗଡ଼ ସହ ଆଲୋଚନା ହୋଇଛି ଜ୍ଝ ଛତିଶଗଡ଼ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ଜ୍ଝ ଉଭୟ ରାଜ୍ୟର କମିଶନର ମଧ୍ୟ ଆଲୋଚନା କରିଛନ୍ତି ଜ୍ଝ
Views: 31