ନୂଆଦିଲ୍ଲୀ : ଗାଜାରେ ପୁଣି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଯୁଦ୍ଧ ବିରତିର ମଧ୍ୟରେ ହମାସର ଆଡ୍ଡାକୁ ଟାର୍ଗେଟ କରିଛି ଆଇଡିଏଫ । ୩୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ପାଲେଷ୍ଟାଇନ୍ ନାଗରିକ ରହୁଥିବା ଶରଣାର୍ଥୀ କ୍ୟାମ୍ପ୍ ଓ ସ୍କୁଲ ଉପରକୁ ଆକ୍ରମଣ କରାଯାଇଥିବା ଗାଜା ସ୍ବାସ୍ଥ୍ୟ ବିଭାଗ ଦାବି କରିଛି। ମୃତକଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ଅଛନ୍ତି । ଇସ୍ରାଏଲ ଆମେରିକାର ଯୁଦ୍ଧ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା । ଯୁଦ୍ଧର ବିରାମ ପରେ ମଧ୍ୟ ଇସ୍ରାଏଲ ଗାଜା ଉପରେ ବଡ ଆକ୍ରମଣ କରିଛି । ଏକ ରିପୋର୍ଟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ, ଯୁଦ୍ଧରେ ବିରାମ ଲଗାଇବାକୁ ନେଇ ଆଲୋଚନା ଅଗ୍ରଗତି ନହେବା କାରଣରୁ ସେ ଆକ୍ରମଣର ନିର୍ଦ୍ଦେଶ ଦେଇଛନ୍ତି । ୧୭ ସପ୍ତାହର ପୁରୁଣା ରଣନୀତି ଆରମ୍ଭ ପାଇଁ ଆକ୍ରମଣ କରିଥିଲେ । ହମାସର ଏକ ଅଧିକାରୀ ତାହିର ନୁନୂ ଇସ୍ରାଏଲ ଆକ୍ରମଣକୁ ସମାଲୋଚନା କରିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ମୋରାଲ ଟେଷ୍ଟ କରାଯାଉଛି । ଅପରାଧୀଙ୍କୁ ପୁଣି ଆସିବାକୁ ଅନୁମତି ଦିଅନ୍ତୁ ନଚେତ୍ ନିର୍ଦ୍ଦୋଷ ଲୋକଙ୍କ ଉପରେ ଆକ୍ରମଣକୁ ବନ୍ଦ କର ବୋଲି କହିଛନ୍ତି ।
ପୁଣି ଗାଜାରେ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







