The Ultimate Managed Hosting Platform
ADVERTISEMENT

ମହାନଦୀକୁ ଡେଇଁ ପଡିଲେ ଛାତ୍ରୀ

Facebook
Twitter
LinkedIn

ସମ୍ବଲପୁର : ମହାନଦୀକୁ ଡେଇଁ ପଡିଲେ ହାଇସ୍କୁଲ ଛାତ୍ରୀ । ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁପଡିଲେ ଛାତ୍ରୀ । ବ୍ରିଜ ଉପରେ ସାଇକେଲ ଓ ସ୍କୁଲ ବ୍ୟାଗ ରଖି ଡେଇଁଲେ । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି । ସ୍କୁଲ ଯିବା ସମୟରେ ବ୍ରିଜ ଉପରେ ସାଇକେଲ ଥୋଇ ଡେଇଁ ପଡ଼ିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ମହାନଦୀରେ ଅଧିକ ପାଣି ଥିବାରୁ ଖୋଜିବାରେ ସମସ୍ୟା ଉପୁଜିଛି। ଛାତ୍ରୀ ଜଣକ କାହିଁକି ମହାନଦୀକୁ ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login