ସମ୍ବଲପୁର : ଚାଉଁରପୁର ମହାଦନୀ ବ୍ରିଜ ଉପରୁ ଡେଇଁଥିବା ମହିଳା ଉଦ୍ଧାର । ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ନେଲେ । ହଠାତ୍ ଆସି ବ୍ରିଜ ତଳକୁ ଡେଇଁ ଦେଇଥିବା କହିଲେ ପ୍ରତ୍ୟକ୍ଷ ଦର୍ଶି । ପହଞ୍ଚିଲା ଅଗ୍ନିଶମ ବାହିନୀ କାହିଁକି ଡେଇଁଲେ ତାହା ଅସ୍ପଷ୍ଟ । ଯୁବତୀ ଜଣକ ସୁନାପାଲିର ପୁଷ୍ପାଞ୍ଜଳି ବାଗ । ବହୁ ଖୋଜାଖୋଜି ପରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଚିକିତ୍ସା ପାଇଁ ମହିଳାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ସ୍ୱାସ୍ଥ୍ୟ ଏବେ କେମିତି ଅଛି ସମ୍ପର୍କରେ ମେଡିକାଲ ସୂତ୍ରରୁ କିଛି ଜଣାପଡିନାହିଁ ।
Views: 19