The Ultimate Managed Hosting Platform
ADVERTISEMENT

ମହାକାଶରୁ ଫେରିଲେ ଶୁଭ୍ରାଂଶୁ

Facebook
Twitter
LinkedIn

ନୂଆଦିଲ୍ଲୀ : ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଲା । ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ କଲେ । ଶୁଭାଂଶୁଙ୍କ ସହିତ ଅନ୍ୟ ୩ ଜଣ ମହାକାଶଚାରୀ ଫେରିଛନ୍ତି । କାଲିଫର୍ଣ୍ଣିଆ ତଟବର୍ତ୍ତୀ ଅଞ୍ଚଳରେ ଅବତରଣ କରିଛନ୍ତି । ଅବତରଣ ପରେ ନାସାର ଜନସନ ସ୍ପେସ୍ ସେଣ୍ଟର ଯିବେ ଶୁଭାଂଶୁ । କିଛି ଦିନ ମେଡିକାଲ ସୁପରଭିଜନରେ ରହିବେ । ଶୁଭାଂଶୁ ଓ ମିଶନ -୪ କ୍ରିୟୁ ମହାକାଶରେ ୬୦ଟି ପରୀକ୍ଷା କରିଛନ୍ତି । ଇସ୍ରୋ ପାଇଁ ୭ଟି ପରୀକ୍ଷଣ କରାଯାଇଛି । ୧୦ ଅକ୍ଟୋବର ୧୯୮୫ରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ୨୦୦୬ ମସିହାରେ ବାୟୁସେନାରେ ଜଣେ ଲଢ଼ୁଆ ପାଇଲଟ୍ ଭାବରେ ଯୋଗ ଦେଇଥିଲେ । ସେ ମିଗ୍, ସୁଖୋଇ, ଡୋର୍ନିଅର୍, ଜାଗୁଆର ଏବଂ ହକ୍ ଭଳି ବିମାନ ଉଡ଼ାଇଛନ୍ତି ଏବଂ ୨୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login