The Ultimate Managed Hosting Platform
ADVERTISEMENT

ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୁତ୍ତ

Facebook
Twitter
LinkedIn

ବ୍ରହ୍ମପୁର :ମନ୍ଦିରରେ କଳାକନା ବୁଲାଇଲେ ଚୋର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଳାସପୁର ବୁଦେ୍ଧଶ୍ୱର ମନ୍ଦିରରେ ଗତକାଲି ରାତିରେ ଚୋରମାନେ ପଶି କଳାକନା ବୁଲାଇଛନ୍ତି । ଚୋର ମାନେ ପଶି ଦାନ ହୁଣ୍ଡି ଭାଙ୍ଗି ସବୁ ଲୁଟି ନେବା ସହ କିଛି ଆସବାବପତ୍ରକୁ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି । ସକାଳେ ମନ୍ଦିର ପୂଜାରୀ ଏହା ଦେକିବା ପରେ ପରିଚାଳନା କମିଟିକୁ ଜଣାଇଥିଲେ । ପୋଲିସ ଏ ନେଇ ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login