The Ultimate Managed Hosting Platform
ADVERTISEMENT

ପାଟ୍ରୋଲିଂ ବେଳେ ୯୦ କେଜି ଗଞ୍ଜେଇ ଜବତ

Facebook
Twitter
LinkedIn

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପୋଡାମାରି ରାସ୍ତାରେ ପାଟ୍ରୋଲିଂ ବେଳେ ୯୦ କେଜି ଗଞ୍ଜେଇ ଜବତ । ଦୁଇ ବାଇକ ଓ ୪ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ ।ଦୁଇ ବାଇକରେ ଦୁଇଟି ଗଂଜେଇ ବସ୍ତା ଧରି ଗଜପତି ଜିଲ୍ଲାରୁ ଆସୁଥିବା ବେଳେ ପୋଲିସ ର ପାଟ୍ରୋଲିଂ ହାବୁଡରେ ପଡିଯାଇଥିଲେ । ଦ୍ରୁତ ଗତିରେ ଆସୁଥିବା ୨ଟି ବାଇକକୁ ପୋଲିସ ଟିମ୍ ଅଟକାଇ ତଲାସ କରିବାରୁ ଗଞ୍ଜେଇ ବୋଲି ଜଣାପଡିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login