The Ultimate Managed Hosting Platform
ADVERTISEMENT

ମନ୍ଦିରରୁ ଦାନବାକ୍ସ ଚୋରି

Facebook
Twitter
LinkedIn

ଦିଗପହଣ୍ଡି : ପୁଣି ମନ୍ଦିରରୁ ଚୋରି । ତାଲା ଭାଙ୍ଗି ମନ୍ଦିରରୁ ଦାନବାକ୍ସ ଲୁଟି ନେଲେ ଦୁର୍ବୁତ୍ତ । ପାଟପୁର ଥାନା ନରସିଂହଗଡ ସ୍ୱପ୍ନେଶ୍ୱରୀ ମନ୍ଦିରରୁ ଚୋରି । କେତେ ଟଙ୍କା ଚୋରି ହେଇଛି ଜଣାପଡିନି । ଘଟଣାସ୍ଥଳରେ ପୋଲିସ ପହଁଚି ଛାନଭିନ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login