ଭୁବନେଶ୍ୱର : ଚିକିଟିରେ ଦେଶୀ ମଦ ପିଇ ଅସୁସ୍ଥ ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମଦ ପିଇ ଅସୁସ୍ଥ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା , ଏବେ ସୁଧାର ଆସିଛି । ରାଜ୍ୟରେ ନୂଆ ଅବକାରୀ ନୀତି ଅଣାଯିବ କହିଲେ ଆଇନ ମନ୍ତ୍ରୀ । ବେଆଇନ ମଦ କରବାରରେ ସାମିଲଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ । ବେଆଇନ ମଦ କାରବାର ରାକେିବାକୁ ପଦକ୍ଷେପ ନିଆଯାଉଛି । ତେବେ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ମାଉନ୍ଦପୁର ଗାଁରେ ଅବକାରୀ ବିଭାଗ ଓ ପାଲେିସ ଚଢାଉ କରି ୫୫ ଲିଟର ଦେଶୀ ମଦ ଜବତ କରିଛି ।
Views: 45