ଭୁବନେଶ୍ୱର : ମହିଳା ଥାନାରୁ ବାହାରିବା ପରେ ଓଏଏସ ସାର୍ଥକ ସୈାରଭଙ୍କ ପ୍ରତିକ୍ରିୟା । ପତ୍ନୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ସାର୍ଥକ ସୈାରଭ । ମୋ ଛଡା ମାଆର କେହି ନାହାନ୍ତି । ମାଆ, ଭଉଣୀଙ୍କୁ ସପୋର୍ଟ ଦରକାର । ପତ୍ନୀ କେବେ ସପୋର୍ଟ ଦେଉ ନ ଥିଲେ ବୋଲି କହିଛନ୍ତି ସାର୍ଥକ । ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି । ଭାବିଥିଲି , ଛୁଆ ହେଲେ ସବୁ ସ୍ୱାଭାବିକ ହୋଇଯିବ । ଛୁଆ ଜନ୍ମ ବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି । ତାଙ୍କ ଘର ପକ୍ଷରୁ କୈାଣସି ସହଯୋଗ ମିଳିଲାନି ।ତୁମ ଘରେ ରହିଲି ବୋଲି ଛୁଆକୁ କୁପୋ,ଣ ହେଲା କହିଲେ ପତ୍ନୀ । ମାଆ ଅସୁସ୍ଥ ହେବାରୁ ହସ୍ପିଟାଲରୁ କିଛି ସମୟ ପାଇଁ ଘରକୁ ଆସିଥିଲି ।ଫେରିବାରେ ଘଣ୍ଟାଏ ବିଳମ୍ବ ହେବାରୁ ହସ୍ପିଟାଲରେ ତୁମ୍ବିତୋଫାନ କଲେ । ଏହା ପରେ ଗତ ମେ ରେ ମୁଁ ଡିଭୋର୍ସ ଫାଇଲ କରିଛି । ଛୁଆକୁ ଏବେ ଯାଏଁ ଦେଖି ପାରିନି , ଫର୍ମାଲ ସେଟିଂରେ ଦେଖିବାକୁ ଚାହୁଁଛି । ମାଆ ଓ ଭଉଣୀଙ୍କ ନାଁରେ ପତ୍ନୀ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ମୁଁ ଅତୁଲ ସୁଭାଷ ନୁହେଁ , ଶେଷ ଯାଏଁ ଲଢିବି । କୋର୍ଟଙ୍କ ଉପରେ ଭରଷା ଅଛି , ଜଗନ୍ନାଥଙ୍କ ଉପରେ ଭରଷା ଅଛି ।
OAS ସାର୍ଥକ-ସ୍ତ୍ରୀ ଅର୍ଚ୍ଚନାଙ୍କ ବିବାଦରେ ନୂଆ ଟ୍ୱିଷ୍ଟ : କହିଲେ ମୁଁ ଅତୁଲ ସୁଭାଷ ନୁହେଁ , ଶେଷ ଯାଏଁ ଲଢିବି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











