The Ultimate Managed Hosting Platform
ADVERTISEMENT

ମଣିପୁରରେ ସୁରକ୍ଷା ସ୍ଥିତିରେ ସମୀକ୍ଷା କରିବେ ଗୃହ ମନ୍ତ୍ରୀ ଅମିତ ଶାହା

Facebook
Twitter
LinkedIn

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମଣିପୁରର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବା ପାଇଁ ଏକ ବୈଠକର ଅଧ୍ୟକ୍ଷତା କରିବେ । ଫେବୃଆର ୧୯ ତାରିଖରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଇସ୍ତଫା ଦେଇଥିଲେ । ରାଜ୍ୟ ରାଜ୍ୟପାଳଙ୍କ ଠାରୁ ରିପୋର୍ଟ ପାଇବା ପରେ ୧୩ ଫେବୃଆରୀରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏବଂ ଭାରତୀୟ ରାଜପତ୍ରରେ ପ୍ରକାଶିତ ଘୋଷଣା ପତ୍ରରେ କୁହାଯାଇଛି କି ମଣିପୁର ବିଧାନସଭାର କ୍ଷମତା ସଂସଦକୁ ହସ୍ତାନ୍ତର କରାଯିବ । ଯାହା ପ୍ରଭାବଶାଳୀ ଭାବରେ ରାଜ୍ୟ ସରକାରଙ୍କ କ୍ଷମତାକୁ ସ୍ଥଗିତ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login