ମୁମ୍ବାଇ : ସକାଳୁ ସକାଳୁ ଭୂକମ୍ପରେ ମହାରାଷ୍ଟ୍ର ଥରିଲା । ହିଂଗୋଲିରେ ୧୦ ମିନିଟରେ ଲଗାତାର ୨ ଥର ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ । ନ୍ୟାସନାଣ୍ସେଣ୍ଟର ଫର ସେସମୋଲୋଜି କହିଛି ଯେ ଗୁରୁବାର ଦିନ ଅରୁଣାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଯେଉଁଥିପାଇଁ ଲୋକମାନେ ଭୟଭୀତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ଭୂକମ୍ପରେ କୈାଣସି କ୍ଷୟକ୍ଷତି ଘଟିନାହିଁ । ପ୍ରାୟ ୧୦ ମିନିଟ ବ୍ୟବଧାନରେ ବୂକମ୍ପ ଝଟକା ଅନୁଭୂତ ହୋଇଛି ।
Views: 78











