The Ultimate Managed Hosting Platform
ADVERTISEMENT

ଭୂକମ୍ପରେ ଥରିଲା ନେପାଳ, ୫.୩ ତୀବ୍ରତାର ଭୂକମ୍ପ ଝଟକା

Facebook
Twitter
LinkedIn

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ନେପାଳ-ଭାରତ ସୀମା । ଆଜି ସକାଳୁ ନେପାଳରେ ଭୂକମ୍ପ ଝଟକା ଲାଗିଛି । ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ପ୍ରାୟ ୫୫ କିଲୋମିଟର ପଶ୍ଚିମରେ ଧାଡିଙ୍ଗରେ ରହିଛି । ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । ତେବେ ବର୍ତ୍ତମାନ ଯାଏ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।
ନେପାଳରେ ଆଜି ସକାଳ ପ୍ରାୟ ୭.୨୪ ସମୟରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମାପ କରାଯାଇଥିଲା । ଉତ୍ତରପ୍ରଦେଶ, ବିହାର ଏବଂ ଦିଲ୍ଲୀ-ଏନସିଆରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login