ନୂଆଦିଲ୍ଲୀ : ମାନବୀୟ ସହାୟତା ପରେ ପୁଣି ଗାଜା ଉପରେ ଆକ୍ରମଣ । ହମାସ ବିରୋଧରେ ଜୋରଦାର ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ । ୱେଷ୍ଟ ବ୍ୟାଙ୍କରେ ମସଜିଦ ଭିତରେ ଲୁଚିଥିବା ଆତଙ୍କବାଦୀ ନିପାତ । ଆକ୍ରମଣ ପାଇଁ ଆତଙ୍କବାଦୀ ମାନେ ଯୋଜନା କରୁଥିବା ଇସ୍ରାଏଲର ଦାବି । ଆକ୍ରମଣ ଆହୁରି ଜୋରଦାର କରାଯିବ କହିଲା ଇସ୍ରାଏଲ ସେନା । ହମାସ ଆତଙ୍କବାଦୀମାନେ ଏଠାରେ ରହି ଜିହାଦ ପାଇଁ ଯୋଜନା ବନାଉଥିଲେ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି ।
ସେପଟେ ଇସ୍ରାଏଲର ଆକ୍ରମଣରେ ଗାଜା ଷ୍ଟିପରେ ୪ ହଜାର ୪୪୬ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି ହମାସ ଆକ୍ରମଣରେ ଇସ୍ରାଏଲର ୧୪ ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ଏବେ ଉତ୍ତର ସହ ଦକ୍ଷିଣ ଗାଜାରେ ମଧ୍ୟ ମିସାଇଲ ମାଡ କରୁଛି । ଶନିବାର ଦକ୍ଷିଣ ଗାଜାରେ ହୋଇଥିବା ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ ଗଣମାଧ୍ୟମ ରିପୋର୍ଟ କରିଛି । ଗାଜା ଜମି ଅଧିକାର କରିବା ଅବା ଗାଜାର ନୂଆ ସରକାର ଗଠନ ଲକ୍ଷ ରଖି ଇସ୍ରାଏଲ ଆକ୍ରମଣ କରୁଛି ।
ଗାଜା ଉପରେ ପୁଣି ଏୟାରଷ୍ଟ୍ରାଇକ, ୫୦ରୁ ଅଧିକ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







