The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରରେ ପ୍ରବଳ ଝଡବର୍ଷା

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ । ଉତ୍ତର ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡବର୍ଷା । ପଟିଆ, ପ୍ରଶାନ୍ତ ବିହାର , ଶିଖରଚଣ୍ଡି , ରଘୁନାଥପୁରରେ ଝଡବର୍ଷା । ପ୍ରଥମେ ପବନ ଧୂଳି ଝଡ ଓ ପରେ ପରେ ଭୀଷଣ ବର୍ଷା । ଧୂଳି ଝଡ ପରେ ପରେ ଆରମ୍ଭ ହେଲା ପ୍ରବଳ ବର୍ଷା ।
ବିଭିନ୍ନ ସ୍ଥାନରେ ଧୂଳିଝଡ ସାଙ୍ଗକୁ ବର୍ଷା ହୋଇଛି । ବର୍ଷା ପରେ ରାଜଧାନୀବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ତ୍ରାହିପାଇଛନ୍ତି ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login