ଭୁବନେଶ୍ୱର :୧୮୦ ଗ୍ରାମ ବ୍ରାଉନସୁଗାର ଜବତ । ଜଣେ ମହିଳା ଗିରଫ । ମହିଷାଖାଲ ବସ୍ତିରୁ ମହିଳାଙ୍କୁ ଗିରଫ କରି ଛାନଭିନ । ଗିରଫ ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା ବୋଲି ଜଣାପଡିଛି । ଖୋର୍ଦ୍ଧାରୁ ବସରେ ଯାଇ ବ୍ରାଉନସୁଗର ପୁଡିଆ ଆଣଥିଲେ । ପ୍ରତି ପୁଡିଆକୁ ୩୫୦ ଟଙ୍କାରେ ବିକ୍ରି କରୁଥିଲେ । ମହିଳା ଜଣକ ପୁର୍ବରୁ ଅନେକ ଥର ଡ୍ରଗସ କାରବାରର ଗିରଫ ହୋଇଛନ୍ତି ।
Views: 32