The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଭାଲୁ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

Facebook
Twitter
LinkedIn

କାମାକ୍ଷାନଗର : ଭାଲୁ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ମାଧମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ମାଧମୁଣ୍ଡା ଗାଁର ଲକ୍ଷ୍ମୀଧର ପ୍ରଧାନ। ଗତକାଲି ଲକ୍ଷ୍ମୀଧର ଜଙ୍ଗଲକୁ କାଠ ଆଣିବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳିନଥିଲା। ଆଜି ଲକ୍ଷ୍ମୀଧରଙ୍କ ମୃତଦେହ ଉଦ୍ଧାର ପୋଲିସ । କଙ୍କଡାହାଡ ପୋଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

OAS ସାର୍ଥକ-ସ୍ତ୍ରୀ ଅର୍ଚ୍ଚନାଙ୍କ ବିବାଦରେ ନୂଆ ଟ୍ୱିଷ୍ଟ : କହିଲେ ମୁଁ ଅତୁଲ ସୁଭାଷ ନୁହେଁ , ଶେଷ ଯାଏଁ ଲଢିବି

OAS ସାର୍ଥକ-ସ୍ତ୍ରୀ ଅର୍ଚ୍ଚନାଙ୍କ ବିବାଦରେ ନୂଆ ଟ୍ୱିଷ୍ଟ : କହିଲେ ମୁଁ ଅତୁଲ ସୁଭାଷ ନୁହେଁ , ଶେଷ ଯାଏଁ ଲଢିବି

ଭୁବନେଶ୍ୱର : ମହିଳା ଥାନାରୁ ବାହାରିବା ପରେ ଓଏଏସ ସାର୍ଥକ ସୈାରଭଙ୍କ ପ୍ରତିକ୍ରିୟା । ପତ୍ନୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ସାର୍ଥକ ସୈାରଭ...

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଏସଆରଏ

ଯାଜପୁର : ଲାଞ୍ଚ ନେଇ ଧରାପଡିଲେ ବ୍ୟାସନଗର ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ(ଏସଆରଏ) । ବ୍ୟାସନଗର ତହସିଲ ଏସଆରଏ ହେମନ୍ତ କୁମାର ପେରେଇ ଧରାପଡିଲେ । ୪୫୦୦ ଟଙ୍କା...

ADVERTISEMENT

Login