The Ultimate Managed Hosting Platform
ADVERTISEMENT

ଭାଇରାଲ୍ ହେଉଛି ମୌନି-ସୁରଜଙ୍କ ମେହେନ୍ଦୀ ଭିଡିଓ

Facebook
Twitter
LinkedIn

ବଲିଉଡ୍ରେ ଏବେ ଚାଲିଛି ବିବାହର ସିଜିନ୍ ଜଣେ ପରେ ଜଣେ ବିବାହ କରି ଚାଲିଛନ୍ତି ବହୁ ବଡ ବଡ କଳାକାର ଏବେ ଯାଏଁ ବିବାହ ସରିବା ବଦଳରେ ତାଲିକାରେ ଯୋଡି ହେଉଛି ଗୋଟିଏ ପରେ ଗୋଟି କଳାକାରଙ୍କ ନାମ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହିନ୍ଦୀ ଫିଲ୍ମ ତଥା ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନି ରୟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିବା ବୟଫ୍ରେଣ୍ଡ ବଡ ବିଜନେସମ୍ୟାନ ସୁରଜ ନାମ୍ବିଆରଙ୍କ ସହ ମୌନିଙ୍କର ପଡିବାକୁ ଯାଉଛି ହାତଗଣ୍ଠି ଜାନୁଆରୀ ୨୭ ଅର୍ଥାତ୍ ଆଜି ଉଭୟ ବିବାହ କରିବେ, ଉଭୟଙ୍କ ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ ହେବ ବଙ୍ଗାଳୀ ଏବଂ ସାଉଥ ଇଣ୍ଡିଆନ୍ହିସାବରେ ଦୁହେଁ ସାତ ଫେରେ ନେବେ ତେବେ ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ତାଙ୍କର ପ୍ରି ୱେଡିଙ୍ଗ ସେରିମନୀ ଅର୍ଥାତ୍ଗତକାଲି ତାଙ୍କ ମେହେନ୍ଦୀ ହଳଦୀର ପ୍ରୋଗରାମ୍ ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଏବଂ ଭିଡିଓ ହେଉଛି ମୌନିଙ୍କର ହଳଦୀ କାର୍ଯ୍ୟକ୍ରମର ଫଟୋ ଖୁବ୍‌ ସେୟାର କରାଯାଇଛି । ତାଙ୍କର ଏହି ମେହେନ୍ଦିରେ ମୋନି ଜବଦସ୍ତ ନାଚ୍‌ ନାଚିଥିବା ବେଳେ ସୁନ୍ଦର ଦେଖାଯାଉଛନ୍ତି । ଯେଉଁଥିରେ ମୌନି ବେଶ୍‌ ଖୁସି ଥିବାର ନଜର ଆସିଛନ୍ତି । କେବଳ ସେତିକି ନୁହେଁ ଏକାଠି ମଧ୍ୟ ନଜର ଆସିଛନ୍ତି । ଏହା ସହ ବିବାହ ପୂର୍ବରୁ ରୋମାଣ୍ଟିକ ଅନ୍ଦାଜ୍‌ରେ ଫଟୋ ଉଠାଇବାର ମଧ୍ୟ ନଜର ଆସିଛନ୍ତି । 

ଏହି କାର୍ଯ୍ୟକ୍ରମରେ ମୌନିଙ୍କର ବହୁ ନିକଟତର ବନ୍ଧୁମାନେ ସାମିଲ୍‌ ଥିଲେ । ଆଉ ତାଙ୍କ ଫ୍ୟାନମାନେ ମଧ୍ୟ ହଲଦୀ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login