The Ultimate Managed Hosting Platform
ADVERTISEMENT

ବ୍ୟାଙ୍କରେ ଅଗ୍ନିକାଣ୍ଡ: ୩ ଅସୁସ୍ଥ

Facebook
Twitter
LinkedIn

ବାରିପଦା : ବାରିପଦା ବ୍ୟାଙ୍କ ଅପ ଇଣ୍ଡିଆର ଜୋନାଲ ଅଫିସରେ ଅଗ୍ନିକାଣ୍ଡ । ବ୍ୟାଙ୍କ ଅ୍ଫ ଇଣ୍ଡିଆର କାର୍ଯା୍ୟାଳୟ ଥିବା ତୃତୀୟ ମହଲାରେ ନିଆଁ । ୩ ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର । ଅନ୍ୟପକ୍ଷରେ ବ୍ୟାଙ୍କରେ ବହୁ କର୍ମଚାରୀ ଓ କିଛି ଲୋକ ଫସିଥିବା ଆଶଙ୍କା । ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ । ତୃତୀୟ ମହଲାରେ ଥିବା କ୍ୟାଣ୍ଡିନରୁ ନିଆଁ ଲାଗିଥିବା ଆଶଙ୍କା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login