ଭୁବନେଶ୍ବର : ନବଜାତ ଶିଶୁର ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଆରମ୍ଭ । ଭୁବନେଶ୍ବର କ୍ୟାପିଲାଟ ହସ୍ପିଟାଲ ପଛପଟ । ପଡ଼ିଆରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଏକ ବ୍ୟାଗରୁ ମୃତଦେହ ଦବତ କରିଛି ପୋଲିସ। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ତଦନ୍ତ ଆରମ୍ଭ । ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇବା ସହ ମୃତ ଶିଶୁପୁତ୍ରଟି କାହାର ସନେଇ ଖୋଳତାଡ଼ କରୁଛନ୍ତି ପୋଲିସ।
Views: 77











