ଭୁବନେଶ୍ୱର : ବୋର୍ଡ, ନିଗମ ଏବଂ ଟିମ ପାଇଁ ଚାଲିଛି ଏକ୍ସରସାଇଜ । କିଛି ସମୟ ଲାଗିବ , କିନ୍ତୁ ଘୋଷଣା ହେବ କହିଲେ ବିଜେପି ରାଜ୍ୟ ପ୍ରଭାରୀ । ବୋର୍ଡ, ନିଗମ ପାଇଁ ପୁଣି ଓଡିଶା ଆସିବେ ରାଷ୍ଟ୍ରୀୟ ମହାମନ୍ତ୍ରୀ ତରୁଣ ଚୁଗ । କୋର କମିଟି ସହ ଆଲୋଚନା ପରେ ନାମ ଘୋଷଣା ହେବ ବୋଲି କହିଛନ୍ତି ବିଜୟପାଲ ସିଂ ତୋମାର । ସେ ଆହୁରି କହିଛନ୍ତି, ବୋର୍ଡ ନିଗମ ଏବଂ ଟିମ୍ ପାଇଁ କାମ ଚାଲିଛି। ଏଥିଲାଗି ଆଉ କିଛି ସମୟ ଲାଗିବ, କିନ୍ତୁ ଖୁବ୍ ଶୀଘ୍ର ଘୋଷଣା ହେବ। ଦୁଇ କମିଶନ ଘୋଷଣା ହୋଇଛି। ଖୁବଶୀଘ୍ର ବାକି ସବୁ ଘୋଷଣା କରାଯିବ।
Views: 53