ନୂଆପଡା : ସୁନାବେଡା ଅଭୟାରଣ୍ୟ ଜଳମଡେଇ ଗାଁରେ ମହାବଳ ଆତଙ୍କ । ବୃଦ୍ଧାଙ୍କ ଘର ବାଡିପଟୁ ମହାବଳ ବାଘ ଜଙ୍ଗଲକୁ ଝାମ୍ପିନେଲା । କାଲି ସନ୍ଧ୍ୟାରେ ବାଡିରୁ ଝାମ୍ପିନେଇ ମାରିଦେଲା ମହାବଳ । ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେପଟେଘଟଣାସ୍ଥଳରେ ପହଁଚିଛି ନୂଆପଡା ବନ ବିଭାଗ ଟିମ୍ । ମହାବଳ ବାଘ ଝାମ୍ପି ନେଇଥିବା ସ୍ୱୀକାର କଲେ ସୁନାବେଡା ରେଞ୍ଜର । ପାଦ ଚିହ୍ନ ଓ ଆକ୍ରମଣର ତରିକାରୁ ଏହା ସ୍ପଷ୍ଟ କଲେ ରେଞ୍ଜର । … Continue reading ବୃଦ୍ଧାଙ୍କୁ ମାରିଦେଲା ମହାବଳ
Copy and paste this URL into your WordPress site to embed
Copy and paste this code into your site to embed