The Ultimate Managed Hosting Platform
ADVERTISEMENT

ବୀଭତ୍ସ ହତ୍ୟା; ଯୁବକଙ୍କୁ ମାରି ରାସ୍ତାରେ ଫିଙ୍ଗିଲେ

Facebook
Twitter
LinkedIn

ବରଗଡ : ଯୁବକଙ୍କ କ୍ଷତ ବିକ୍ଷତ ରକ୍ତାକ୍ତ ମୃତଦେହ ଉଦ୍ଧାର । ୱାର୍ଡ ନଂ ୧ର କେଶବନଗରରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର । କେହି ଜଣେ ମାରଣାସ୍ତ୍ରରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ । ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରି ଓ ମୋବାଇଲ ଜବତ । ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ଧରି ପୋଲିସର ଛାନଭିନ । ମୃତ ଯୁବକ ଜଣକ ହେଉଛନ୍ତି ନିଲିବନ୍ଧପଡାର ରାକେଶ ପ୍ରଧାନ ଓରଫ ରାଜୁ । ରାଜୁ ବରଗଡ଼ରେ ଘର ଭଡ଼ା ନେଇ ଶ୍ରମିକ ଭାବେ କାମ କରୁଥିଲେ। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେନେଇ କାରଣ ଜଣାପଡିନି। ବରଗଡ଼ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login