The Ultimate Managed Hosting Platform
ADVERTISEMENT

ବିଲରେ ଅଖିମୁଠି ଅନୁକୂଳ କଲେ ବରିଷ୍ଠ ନେତା ସୁର ରାଉତରାୟ

Facebook
Twitter
LinkedIn

ଭୁବନେଶ୍ୱର : ବିଲରେ ଅଖିମୁଠି ଅନୁକୂଳ କଲେ ସୁର ରାଉତରାୟ । ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ବିଲରେ ଅଖି ମୁଠି ଅନୁକୂଳ କରିଛନ୍ତି । ଜଟଣୀର ପ୍ରଧାନ ସାହି ପଞ୍ଚାୟତ କଣ୍ଟିଲୋ ଗାଁରେ ଅଖି ମୁଠି ଅନୁକୂଳ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଏବଂ ସୁର ରାଉତରାୟ । ସୁର କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ଏହାପରେ ସେ କୌଣସି ଦଳରେ ଯୋଗ ଦେଇନାହାନ୍ତି । କିନ୍ତୁ ବିଜେଡିର ଭୁବନେଶ୍ୱର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ତଥା ତାଙ୍କ ପୁଅ ମନ୍ମଥଙ୍କ ପାଇଁ ସେ ପ୍ରଚାର କରୁଛନ୍ତି । ଏବଂ ଶଂଖ ଚିହ୍ନରେ ଭୋଟ୍ ଦେବାକୁ ଅପିଲ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login