The Ultimate Managed Hosting Platform
ADVERTISEMENT

ବିଲକୁ ଯାଇଥିଲେ ମହିଳା , କଚାଡି ଦେଲା ଦନ୍ତା

Facebook
Twitter
LinkedIn

ଅନୁଗୁଳ : ବିଲକୁ ଯାଇଥିଲେ ମହିଳା କଚାଡି ଦେଲା ଦନ୍ତା । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ବାଘୁଆବୋଲ ଗ୍ରାମର ଟଙ୍କଧର ସାହୁଙ୍କର ପତ୍ନୀ ମନେ୍ଦାଦରୀ ହାତୀ ଆକ୍ରମଣରେ ଜୀବନ ଯାଇଛି । ବାଇକ ପଛରେ ବସି ବିଲକୁ ଯାଉଥିଲେ । ଯିବା ବାଟରେ ହାତୀ ଆକ୍ରମଣର ଶିକାର ହେଲେ । ଆଜି ସକାଳ ୭ଟା ସମୟରେ ଘଟିଛି ଘଟଣା । ମନ୍ଦୋଦରୀ ଅନ୍ୟଜଣଙ୍କ ସାଙ୍ଗରେ ବାଇକ ପଛରେ ବସି ବିଲକୁ ଯାଉଥିଲେ । ଯିବାବାଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପ୍ରାଣ ବିକଳରେ ଅନ୍ୟଜଣଙ୍କ ବାଇକ ନେଇ ଖସି ପଳେଇ ଆସିଥିଲେ। ବାଇକରୁ ପଡ଼ିଯିବା ପରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ପ୍ରାଣ ବିକଳରେ ଅନ୍ୟଜଣଙ୍କ ବାଇକ ନେଇ ଖସି ପଳେଇ ଆସିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login