The Ultimate Managed Hosting Platform
ADVERTISEMENT

ବିଲକୁ ମାଡିଗଲା ବସ, ୧୫ ଆହତ

Facebook
Twitter
LinkedIn

କୃଷ୍ଣପ୍ରସାଦ : ଭାରସାମ୍ୟ ହରାଇ ରାସ୍ତାରୁ ବିଲକୁ ମାଡିଗଲା ବସ । ମଲ୍ଲିକାଶୁଣୀ ନିକଟରେ ଭାରସାମ୍ୟ ହରାଇ ୫ ଷ୍ଟାର ନାମକ ବସ ଦୁର୍ଘଟଣା ଘଟିଛି । ୧୫ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସଟି ପୁରୀରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ କୃଷ୍ଣ ପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସରେ ଥିବା ଯାତ୍ରୀ ମାନେ ଉଦ୍ଧାର ପାଇଁ ସ୍ଥାନୀୟ ଲୋକ ସହାୟତା କରିଥିବା ବେଳେ ଖବର ପାଇ ମାଲୁଦ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login